ସଂସ୍କୃତ - ବି—(ପଞ୍ଚ+ତାନ୍ମାତ୍ର=ସୂକ୍ଷ୍ମଭୂତାଦି)
[ସମ୍ପାଦନା]
(ସାଂଖ୍ୟଦର୍ଶନ) ପଞ୍ଚ ମହାଭୂତ (କ୍ଷିତି, ଅପ୍, ତେଜ, ମରୁତ୍ ଓ ବୋମ) ଓ ସେମାନଙ୍କର ଯଥାକ୍ରମେ ଗୁଣ (ରୂପ, ରସ, ଗନ୍ଧ, ସ୍ପର୍ଶ ଓ ଶବ୍ଦ) —(sāṅkhya philosophy) The five primordial matters and their respective attributes.