ପଞ୍ଚତପ
ଦେଖଣା
ପଞ୍ଚତପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପଞ୍ଚ+ତପ=ଅଗ୍ନି)
[ସମ୍ପାଦନା]- ୧. (ବହୁବ୍ରୀହି) ଊର୍ଦ୍ଧ୍ୱରେ ଗ୍ରୀଷ୍ମର ମଧ୍ୟାହ୍ନ ସୂର୍ଯ୍ୟ ଓ ଭୂତଳରେ ଆପଣାରେ ଚାରି— ପାଖେ ଚାରି ଦିଗରେ ଅଗ୍ନି ରାଶି ସ୍ଥାପନ କରି ତପସ୍ୟାସାଧନ କରିବା —Practising austerities with the burning noon-sun overhead and four fires lit on one's ୪ sides.
- ୨. ଆପଣା ଚାରି ପାଖେ ୪ଗଦା ନିଆଁ ଓ ମୁଣ୍ଡ ଉପରେ ସୂର୍ଯ ଉପରେ ସୂର୍ଯ୍ୟ ଏହି ପରି ପଞ୍ଚାଗ୍ନି —୨. The five fires to which an ascetic exposes himself.