Jump to content

ପଞ୍ଚତିକ୍ତ

ଉଇକିଅଭିଧାନ‌ରୁ

ପଞ୍ଚତିକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ପଞ୍ଚ+ତିକ୍ତ)

[ସମ୍ପାଦନା]
୧. ବୈଦ୍ୟଶାସ୍ତ୍ରୋକ୍ତ ୫ ଗୋଟି ତିକ୍ତ ପଦାର୍ଥ (ନିମ୍ୱର ଚେରର ବକଳ, ଗୁଳୁଚି, ବାସଙ୍ଗ, ଶୁଣ୍ଠି ଓ ଚିରେଇତା; ମତାନ୍ତରରୋ ଗୁଡ଼ୁଚି, କଣ୍ଟକାରୀ, କୁଢ଼, ପୋଟଳ ପତ୍ର ବା ଚେର ଓ କଣ୍ଟକାରୀର ସମ୍ମିଶ୍ରଣ —୧. A combination of five bitter drugs mentioned in the Hindu medical science.

[ ଦ୍ର—ଏହା ଜ୍ୱର, ବିସର୍ପ ଓ କୁଷ୍ଠ ଆଦି ଚର୍ମ ରୋଗରେ ଉପକାରୀ]

୨. (ମତାନ୍ତରେ) ମହିଷ, ବରାହ, ଛାଗ, ମୟୂର ଓ ରୋହିତକ ମତ୍ସ୍ୟ ଏମାନଙ୍କ ପିତ୍ତର ସମ୍ମିଶ୍ରରେ ଉତ୍ପନ୍ନ ଦ୍ରବ୍ୟ — ୨. A combination of the bile of five animals.