Jump to content

ପଞ୍ଚତୃଣ କଷାୟ

ଉଇକିଅଭିଧାନ‌ରୁ

ପଞ୍ଚତୃଣ କଷାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) (୬ଷ୍ଠୀ ତତ୍; ପଞ୍ଚତୃଣ+କଷାୟ)

[ସମ୍ପାଦନା]

ପଞ୍ଚତୃଣର ସମାନ ଓଜନ (ପ୍ରତ୍ୟେକ ୨ ଭରି)ର ମୂଳ ସିଦ୍ଧ ହୋଇ ପ୍ରସ୍ତୁତ ହେବା କଷାୟଜଳ ବା ପାଚନବିଶେଷ —A decoction made of the roots of Pan̄chatṛuṇa boiled in water.