ପଞ୍ଚତ୍ୱ
ଦେଖଣା
ପଞ୍ଚତ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପଞ୍ଚ+ଭାବ. ତା[ତ୍ୱ])
[ସମ୍ପାଦନା]- ୧. ପାଞ୍ଚ ସଂଖ୍ୟକ ହେବା ଅବସ୍ଥା — ୧. Fiveness.
- ୨. ପଞ୍ଚଭୂତରେ ମିଶିବା; ପଞ୍ଚଭୂତରେ ଶରୀରର ମିଶ୍ରଣ; ମୃତ୍ୟୁ — ୨. Death; dissolution into the ୫ elements of which the animal body is composed.
- ୩. ପାଞ୍ଚ ଅଂଶରେ ବିଭାଗ —୩. Division of a thing into five parts.