ପଞ୍ଚଦ୍ରାବକ
=== ସଂସ୍କୃତ - ବିଶେଷ୍ୟ - (ପଞ୍ଚ+ଦ୍ରାବକ=ରସସାର)—ଗୁଞ୍ଜା, ଟାଙ୍ଗଣା, ମହୁ, ଘିଅ ଓ ଗୁଡ଼ —The five solvents (red and black berry borax; honey, ghee and molasses).