Jump to content

ପଞ୍ଚପକ୍ଷୀ

ଉଇକିଅଭିଧାନ‌ରୁ

ପଞ୍ଚପକ୍ଷୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଞ୍ଚ=୫+ପକ୍ଷିନ୍; ୫ ଗୋଟି ପକ୍ଷୀ ଅଭିଧେୟ ଗଣିତ ଯହିଁରେ ଅଛି)

[ସମ୍ପାଦନା]

ଶୁଭାଶୁଭ ପ୍ରଶ୍ନସମାଧାୟକ ଶକୁନ ଗ୍ରନ୍ଥବିଶେଷ —Name of a treatise or augury or divination.

[ ଦ୍ର—ଅ, ଇ, ଉ, ଏ, ଓ ଏହି ୫ଟି ବର୍ଣ୍ଣ ଯଥାକ୍ରମେ ଶ୍ୟେନ, ପେଚକ, ବାୟସ, କୁକ୍କୁଟ ଓ ମୟୂରରୂପେ କଳ୍ପାନା କରାଯାଇ ଏହି ପଞ୍ଚସ୍ୱର ସାହାଯ୍ୟରେ ବର୍ଣ୍ଣ, ଗ୍ରହ, ନକ୍ଷତ୍ର, ବାର, ତିଥି ଦେବତା ଆଦି ପ୍ରାପ୍ତ ହୋଇ ବିବିଧ ପ୍ରଶ୍ନସମାଧାନର ଉପାୟ ଏ ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି ଇଂରାଜିର ଆଗରୀ (augury) ଶକୁନ ଶାସ୍ତ୍ରର ବ୍ୟୁତ୍ପତ୍ତି ପକ୍ଷୀମାନଙ୍କ ଗତିବିଧିରୁ ହୋଇଥିବା ବିଷୟ ଏ ସମ୍ୱନ୍ଧେ ତୁଳନୀୟ ]