Jump to content

ପଞ୍ଚପିତୃ

ଉଇକିଅଭିଧାନ‌ରୁ

ପଞ୍ଚପିତୃ

ଉଚ୍ଚାରଣ

[ସମ୍ପାଦନା]

(ପଞ୍ଚପିତା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପିତା ଓ ପିତୃସ୍ଥାନୀୟ ଆଉ ୪ ଜଣ ଗୁରୁଜନ (ଯଥା— ଜନ୍ମଦାତା, ଭୟତ୍ରାତା, ଶ୍ୱଶୁର, ଦୀକ୍ଷାଗୁରୁ ଓ ଅନ୍ନଦାତା —Five persons (father, protector from danger, father-in-law, religious preceptor and master, standing in relation of a father to a person.

[ଦ୍ରଷ୍ଟବ୍ୟ —ଜନ୍ମଦାତା ଭୟତ୍ରାତା ଯସ୍ୟ କନ୍ୟା ବିବାହିତା ଦୀକ୍ଷାଦାତାନ୍ନଦାତା ଚ ପଞ୍ଚୈତେ ପିତରଃ ସ୍ମୃତାଃ ]