ପଞ୍ଚବଟୀ
ଦେଖଣା
ପଞ୍ଚବଟୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ପଞ୍ଚ+ବଟ)
[ସମ୍ପାଦନା]- ୧. ପଞ୍ଚବଟ ରୋପିତ ହୋଇଥିବା ବନ — ୧. A forest where the five specific trees are planted side by side.
[ଦ୍ରଷ୍ଟବ୍ୟ —ପୂର୍ବରେ ଅଶ୍ୱତ୍ଥ, ଉତ୍ତରରେ ବେଲ, ପଶ୍ଚିମରେ ବର, ଦକ୍ଷିଣରେ ଅଅଁଳା ଓ ଅଗ୍ନିକୋଣରେ ଅଶୋକ ରୋପଣ କଲେ ପଞ୍ଚବଟୀ ହୁଏ ]
- ୨. ଦଣ୍ଡକାରଣ୍ୟର ଅନ୍ତର୍ଗତ ଗୋଦାବରୀ ତୀରସ୍ଥ ଜନସ୍ଥାନ ମଧବର୍ତ୍ତୀ ବନବିଶେଷ —୨. Name of the forest whence Rāvana carried off Sītā.
[ଦ୍ରଷ୍ଟବ୍ୟ —ଏହି ବନରେ ରାମଚନ୍ଦ୍ର ବାସ କରୁଥିବା ସମୟରେ ରାବଣ ସୀତାଙ୍କୁ ହରଣ କରିଥିଲା ଏହା ଆଧୁନିକ ମଧ୍ୟଭାରତର ନାଗପୁର ଅଞ୍ଚଳସ୍ଥ ନାସିକ ବିଭାଗ ବୋଲି ଅନୁମିତ ହୁଏ ]