Jump to content

ପଞ୍ଚବାଣ

ଉଇକିଅଭିଧାନ‌ରୁ

ପଞ୍ଚବାଣ

ଉଚ୍ଚାରଣ

[ସମ୍ପାଦନା]

ପଞ୍ଚବିଶିଖ, ପଞ୍ଚଶାୟକ, ପଞ୍ଚଶର,ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବହୁବ୍ରୀହି; ପଞ୍ଚ+ବାଣ)—ମଦନ; କାମ; କନ୍ଦର୍ପ —୧. Cupid; the God of amour.
୨. (ଦ୍ୱିଗୁ) କନ୍ଦର୍ପଙ୍କର ସମ୍ମୋହନ (ଅରବିନ୍ଦ), ଉନ୍ମାଦନ (ଅଶୋକ), ଶୋଷଣ (ଆମ୍ର), ତାପନ (ନିଆଳି) ଓ ସ୍ତମ୍ଭନ (ନାଲିକଇଁ ବା ନୀଳୋତ୍ପଳ) ନାମକ ୫ ଗୋଟି ପୁଷ୍ପଯୁକ୍ତ ବାଣ —୨. The arrow of cupid consisting of ୫ flowers with ୫ amorous attributes.