Jump to content

ପଞ୍ଚମ

ଉଇକିଅଭିଧାନ‌ରୁ

ପଞ୍ଚମ

ଉଚ୍ଚାରଣ

[ସମ୍ପାଦନା]
(ପଞ୍ଚମୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ପଞ୍ଚନ୍+ପୂରଣାର୍ଥରେ ମ)

[ସମ୍ପାଦନା]
୧. ପାଞ୍ଚ ସଂଖ୍ୟାର ପୂରକ —୧. Fifth.
୨. ଦକ୍ଷ —୨. Skilful; clever.
୩. ସୁଶ୍ରୀ; ମନୋହର; ସୁନ୍ଦର —୨. Beautiful; pleasing.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସଙ୍ଗୀତର ସପ୍ତ ସ୍ୱର; ଗ୍ରାମର ପଞ୍ଚମ ସ୍ୱର; 'ପା'ସ୍ୱର — ୧. The ୫th of the ୭ musical notes of the gamut

[ଦ୍ରଷ୍ଟବ୍ୟ —ଏହି ସ୍ୱର ନାଭିରୁ ବାହାରି ବକ୍ଷ, ହୃଦୟ, କଣ୍ଠ ଓ ମସ୍ତକ ଏପରି ପାଞ୍ଚ ସ୍ଥାନରେ ବିଚରଣ କରେ ଏହି କୋକିଳ କଣ୍ଠରୁ ଶୁଣାଯିବା ସ୍ୱରର ଅନୁରୂପ ବୋଲି କଳ୍ପିତ ]

୨. ଛଅ ରାଗ ମଧ୍ୟରୁ ତୃତୀୟ ରାଗ — ୨. The ୩rd of the ୬ tunes of music.

[ଦ୍ରଷ୍ଟବ୍ୟ —କେହି କେହି ଏହାକୁ ହିଣ୍ଡୋଳ ରାଗର, କେହି କେହି ଏହାକୁ ଭୈରବ ରାଗର ପୁତ୍ର କହନ୍ତି ଏହାର ଗାନ ସମୟ ଶରତ୍ ଋତୁର ପ୍ରାତଃକାଳ ବୋଲି କଥିତ ]

୩. ମୈଥୁନ —୩. Copulation.

ପଇଞ୍ଚମ, ପଞ୍ଚମ,ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)

[ସମ୍ପାଦନା]

ପାହୁଡ଼ ଉପରେ ଗୋଡ଼ର ପେଣ୍ଡାରେ ପିନ୍ଧାଯିବା ଅଳଂକାର ବିଶେଷ —A kind of ornament worn over the anklet round the tibia.

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପାଜେବ୍; ତୁଳ.ସଂସ୍କୃତ - ପାଦ ପଞ୍ଜରୀ)

[ସମ୍ପାଦନା]

ପାଉଁଜମ; ଏକ ପ୍ରକାର ନୂପୁର —A kind of broad tinkling anklet.