Jump to content

ପଞ୍ଚମା

ଉଇକିଅଭିଧାନ‌ରୁ

ପଞ୍ଚମା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ସଂସ୍କୃତ - ପଞ୍ଚମ; ହିନ୍ଦୁର ଚାରିବର୍ଣ୍ଣରୁ ବହିର୍ଭୂତ ଥିବାରୁ)

[ସମ୍ପାଦନା]

ନୀଚ ଅସ୍ପୃଶ୍ୟ ଚଣ୍ଡାଳାଦି ଜାତି (ଯଥା— ଦଣ୍ଡାସୀ ଜାତି) —Pariah; the untouchables.