Jump to content

ପଞ୍ଚମାସ୍ୟ

ଉଇକିଅଭିଧାନ‌ରୁ

ପଞ୍ଚମାସ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. (ପଞ୍ଚମାସ+ଯ)—ପ୍ରତି ପାଞ୍ଚ ମାସରେ ଘଟିବା —୧. Happening every fifth month.
୨. ପଞ୍ଚମାସ ବ୍ୟାପୀ — Containing five months (M.W.)
୩. (ବହୁବ୍ରୀହି; ପଞ୍ଚମ+ଆସ୍ୟ)—ପଞ୍ଚମ ରାଗରେ ଗୀତ ଗାଉ ଥିବା —୩. Singing in the fifth note of the gamut.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୋକିଳ —The Indian cuckoo.