ପଞ୍ଚମୁଖୀ
ଦେଖଣା
ପଞ୍ଚମୁଖୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଞ୍ଚମୁଖୀ
|
(ପଞ୍ଚମୁଖା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପଞ୍ଚମୁଖ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. (ଏହାର ୫ଟି ପାଖୁଡ଼ା ଥିବାରୁ)—ସାଧାରଣ ଗେଣ୍ଡୁ କୁସୁମ ଫୁଲ — Gendarusa vulgaris (M.W.)
- ୨. ଜବା; ମନ୍ଦାରଫୁଲ — ୨. China rose.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପାଞ୍ଚଗୋଟି ଥଳିଯୁକ୍ତ ପୂଜା କୋଥଲି — ୧. A bag of cloth with ୫ pockets used in storing the ingredients of pūjā.
- ୨. ପଞ୍ଚମୁଖୀ ମନ୍ଦାର (ଦେଖ) - ୨. Pan̄cha mukhī mandāra (See)
- ୩. ବାସଙ୍ଗ (ହିନ୍ଦୀ - ଶ.) (ଦେଖ) - —୩. Bāsaṅga.
- ୪. ପାର୍ବତୀ (ହିନ୍ଦୀ - ଶ.) —୪. Pārbatī.
- ୫. ସିଂହୀ (ହିନ୍ଦୀ - ଶ.) —୫. A lioness.
=== ସଂସ୍କୃତ - ବିଶେଷଣ - ସ୍ତ୍ରୀ.
ପଞ୍ଚମୁଖର ସ୍ତ୍ରୀଲିଙ୍ଗ — Feminine of Pan̄chamukha.