Jump to content

ପଞ୍ଚମୁଣ୍ଡୀ

ଉଇକିଅଭିଧାନ‌ରୁ

ପଞ୍ଚମୁଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଞ୍ଚମୁଣ୍ଡ+ସମାହାରାର୍ଥରେ. ଈ)

[ସମ୍ପାଦନା]

ତନ୍ତ୍ରମତରେ ପାଞ୍ଚଟି ମୁଣ୍ଡ (ଦୁଇଟି ଚଣ୍ଡାଳର+ଏକ ଶୃଗାଳର+ଏକ ବାନରର+ଏକ ସର୍ପର) ଉପରେ ଆସନ ପ୍ରସ୍ତୁତ କରି ଯୋଗସାଧନ —A kind of performing j̄oga while siting on a seat supported by ୫ heads or skulls of dead persons and animals.

[ଦ୍ରଷ୍ଟବ୍ୟ —ତନ୍ତ୍ରଶାସ୍ତ୍ରମତରେ ଏହା ଏକ ବିଶିଷ୍ଟ ଯୋଗସାଧନ]