Jump to content

ପଞ୍ଚମୁଦ୍ରା

ଉଇକିଅଭିଧାନ‌ରୁ

ପଞ୍ଚମୁଦ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ+ମୁଦ୍ରା)

[ସମ୍ପାଦନା]

ତନ୍ତ୍ରୋକ୍ତ; ପାଞ୍ଚପ୍ରକାର ଅଙ୍ଗୁଳି— ବିନ୍ୟାସ——(ଯଥା—ଆବାହନୀ, ସଂସ୍ଥାପନୀ; ସନ୍ନିଧାପନୀ, ସମ୍ୱୋଧନୀ ଓ ସମ୍ମୁଖୀକରଣ) —Five poses of the fingers or gestures exhibited during worship of a Deity.