Jump to content

ପଞ୍ଚମ ଅବସ୍ଥା

ଉଇକିଅଭିଧାନ‌ରୁ

ପଞ୍ଚମ ଅବସ୍ଥା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ -

[ସମ୍ପାଦନା]

ଶେଷାବସ୍ଥା; ମୃତ୍ୟୁ — Death.

ପତିର ଦେଖି କରି ପଞ୍ଚମ ଅବସ୍ଥା, ହୃଦୟରେ ଘେନିଲେ ମହାଶୋକ ବ୍ୟଥା କୃଷ୍ଣସିଂହ, ମହାଭାରତ. ବନ