ପଞ୍ଚମ ସ୍ୱର
ଦେଖଣା
ପଞ୍ଚମ ସ୍ୱର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ଫଳିତ ଜ୍ୟୋତିଷ ଗଣନା) ସ୍ୱରୋଦୟ ଶାସ୍ତ୍ର ଅନୁସାରେ ମୃତ୍ୟୁ ସ୍ୱର — ୧. (astrology) Name of an inauspicious astrological combination.
[ଦ୍ରଷ୍ଟବ୍ୟ —ଜ୍ୟୋତିଷର ସ୍ୱରୋଦୟ ଶାସ୍ତ୍ରରେ ୫ ସ୍ୱର ବାଳସ୍ୱର, କୁମାର ସ୍ୱର, ବୁଦ୍ଧ ସ୍ୱର ଓ ମୃତ୍ୟୁ ସ୍ୱର ]
- ୨. ପଞ୍ଚମ ୧ (ଦେଖ) - —୨. Pan̄chama (See)
ପଞ୍ଚମ ପବନରେ ଦରଭୃତହିଁ ସ୍ୱରେ ପଞ୍ଚମ ପଞ୍ଚତ୍ୱ ଆଦରେ ସେ ଭଞ୍ଜ. ବୈଦେହୀସବିଳାସ