ପଞ୍ଚସିଦ୍ଧାନ୍ତିକା
ଦେଖଣା
ପଞ୍ଚସିଦ୍ଧାନ୍ତିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶକ ୫ମ ଶତାବ୍ଦୀର ମଧ୍ୟଭାଗରେ ବରାହ— ମିହିର ବ୍ରାହ୍ମ, ବାଶିଷ୍ଟ, ରୋମକ ପୌଲିଶ ଓ ସୌର ଏହି ପୁରାତନ ପଞ୍ଚସିଦ୍ଧାନ୍ତ ଅବଲମ୍ୱନରେ ଯେଉଁ ଜ୍ୟୋତିଷ—କରଣ ଗ୍ରନ୍ଥ ରଚନା କରିଥିଲେ — The title of a Sanskrit astronomical treatise compiled by Barāhamihira and based on the conclusions of five ancient Indian and foreign astronomical systems in the ୫th century of Ṡakaera.