Jump to content

ପଞ୍ଚାଙ୍ଗୁଳ

ଉଇକିଅଭିଧାନ‌ରୁ

ପଞ୍ଚାଙ୍ଗୁଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ+ଅଙ୍ଗୁଳ)

[ସମ୍ପାଦନା]
୧. ପଞ୍ଚ ଅଙ୍ଗୁଳ ପରିମିତ ଦୈର୍ଘ୍ୟ —୧. A length of five digits.
୨. (ବହୁବ୍ରୀହି) ଗବ ଗଛ; ଏରଣ୍ଡ ବୃକ୍ଷ — ୨. The castor seed plant.

[ଦ୍ରଷ୍ଟବ୍ୟ —ଏହାର ପତ୍ରର ଆକୃତି ୫ଟି ଆଙ୍ଗୁଳି ପରି]

୩. ତେଜପତ୍ର (ହିନ୍ଦୀ - ଶ.) —୩. Cassia leaves.