ପଞ୍ଚାଙ୍ଗ ପ୍ରଣାମ
ଦେଖଣା
ପଞ୍ଚାଙ୍ଗ ପ୍ରଣାମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ ପ. ଲୋ; ପଞ୍ଚାଙ୍ଗ ଯୁକ୍ତ ପ୍ରଣାମ)
[ସମ୍ପାଦନା]- ୧. ବାହୁ, ଜାନୁ, ମସ୍ତକ, ବକ୍ଷସ୍ଥଳ ଓ ଚକ୍ଷୁଦ୍ୱାରା ପ୍ରଣତି —୧. Obeisance with the ୫ limbs of the body.
- ୨. ଦୁଇ ହାତ, ଦୁଇ ଆଣ୍ଠୁ ଓ ମୁଣ୍ଡକୁ ଭୂମିରେ ଲଗାଇ କରା— ଯିବା ପ୍ରଣାମ —୨. The obeisance done by touching the ground with one's two hands, two knees and the brow.