Jump to content

ପଞ୍ଚାଙ୍ଗ ଯୋଗ

ଉଇକିଅଭିଧାନ‌ରୁ

ପଞ୍ଚାଙ୍ଗ ଯୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

[ସମ୍ପାଦନା]

ବାର, ତିଥି, ନକ୍ଷତ୍ର, ଯୋଗ ଓ କରଣ ଏହି ପାଞ୍ଚ ଗୋଟିର ଅନୁକୂଳ ଅବସ୍ଥା — Auspicious time as regards the ୫ items required by astrology.