ପଞ୍ଚାଣ
ଦେଖଣା
ପଞ୍ଚାଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଞ୍ଚାନନ)
[ସମ୍ପାଦନା]- ୧. ସିଂହ —୧. Lion.
- ୨. ପାଞ୍ଚ; ବିଚାର —୨. Adjudication; consideration.
- ୩. ଆଲୋଚନା —୩. Consultation; review.
- ୪. ପଞ୍ଚାଣ ଉରା (ଦେଖ) - —୪. Pan̄chāṇa urā (see)
- ୫. ଯେଉଁ ତାକୁଡ଼ିଦ୍ୱାରା ଜାଲ ବୁଣା ସୂତା ବଳାଯାଏ — ୫. A spindle to spin thread for fishing nets.
ଦେଶଜ - ବିଶେଷଣ -
[ସମ୍ପାଦନା]ଶ୍ରେଷ୍ଠ; ଉତ୍କୃଷ୍ଠ —Excellent.