Jump to content

ପଞ୍ଚାନାଥ

ଉଇକିଅଭିଧାନ‌ରୁ

ପଞ୍ଚାନାଥ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଞ୍ଚ+ନାଥ)

[ସମ୍ପାଦନା]

ଭାରତରେ ଥିବା ପ୍ରସିଦ୍ଧ ୫ ଗୋଟି ଦେବ —Five famous idols in India.

(ଯଥା—ପୁରୀରେ ଜଗନ୍ନାଥ, ବଦରୀକାରେ ବଦରୀନାଥ, ଦ୍ୱାରକାରେ ଦ୍ୱାରକାନାଥ, ରାମେଶ୍ୱରରେ ରାମନାଥ ଓ ଶ୍ରାରଙ୍ଗପଟ୍ଟନରେ ରଙ୍ଗନାଥ)