Jump to content

ପଞ୍ଚାପ୍ସରଃ

ଉଇକିଅଭିଧାନ‌ରୁ

ପଞ୍ଚାପ୍ସରଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - . (ପଞ୍ଚ+ଅପ୍ସରସ୍; ୧ମା. ୧ବ.)

[ସମ୍ପାଦନା]
୧. ଦଣ୍ଡକାରଣ୍ୟସ୍ଥ ସରୋବରବିଶେଷ —୧. Name of a tank in the forest of Daṇḍakā

[ଦ୍ରଷ୍ଟବ୍ୟ —ମନ୍ଦକର୍ଣ୍ଣି ଋଷି ଏହି ସରୋବର ଖନନ କରାଇଥିଲେ— (ଆପ୍ତେ) କେହି କେହି ଏହାକୁ ପମ୍ପା ସରୋବର ବୋଲି କହନ୍ତି ଏହା ଦାକ୍ଷିଣତ୍ୟରେ ଅବସ୍ଥିତ ଏଠାରେ ଶାତକର୍ଣ୍ଣି ବା ମନ୍ଦକର୍ଣ୍ଣି ନାମକ ଋଷି ତପସ୍ୟା କରୁଥିଲେ, ତାଙ୍କ ତପସ୍ୟାର କଠୋରତାରେ ଭୀତ ହୋଇ ତାଙ୍କ ତପୋଭଙ୍ଗ କରିବା ପାଇଁ ଇନ୍ଦ୍ର ପଞ୍ଚୋଟି ଅସ୍ପରାଙ୍କୁ ପଠାଇ ଥିଲେ; (ହିନ୍ଦୀ - ଶ) ଏହି ସରୋବରର ଜଳ ଭିତରେ ଶାତକର୍ଣ୍ଣି ଋଷି ଉକ୍ତ ୫ ଗୋଟି ଅସ୍ପରାଙ୍କ ପାଇଁ ଗୋଟିଏ ଗୁପ୍ତ ଘର ନିର୍ମାଣ କରି ଥିଲେ (M.W.) ଏହି ହ୍ରଦ ଗର୍ଭରୁ ସର୍ବଦା ଅସ୍ପରାମାନଙ୍କ ଗୀତାବାଦ୍ୟ ଧ୍ୱନି ଶୁଣା ଯାଏ ବୋଲି ପ୍ରବାଦ ଅଛି ମଧୁସୂଦନ ତାଙ୍କ କବିତାବଳୀର 'ଅଯୋଧ୍ୟା ପ୍ରତ୍ୟାଗମନ'ରେ ଏହି ଧ୍ୱନିକୁ ଲକ୍ଷ କରି ଲେଖି ଅଛନ୍ତି— ପଞ୍ଚାପ୍ସର ସରେ ରାମ ରମଣୀ; ବୀଣାଧ୍ୱନି ଶୁଣି ଏଣୀ ନୟନୀ]

୨. ପଞ୍ଚତୀର୍ଥ (ଯଥା—ଦକ୍ଷିଣସାଗର ସନ୍ନିହିତ ଅଗସ୍ତ୍ୟ ତୀର୍ଥ, ସୌଭଦ୍ର ତୀର୍ଥ, ପୌଲୋମ, କାବନ୍ଧ ଓ ଭାରଦ୍ୱାଜ ତୀର୍ଥ; ୫ଟି ଆପ୍ସରା ଏହିଠାରୁ ବାସ କରୁଥିବାରୁ); ବାରିତୀର୍ଥ —୨. Name of asacred place in South Indian.