Jump to content

ପଞ୍ଚାମୃତ

ଉଇକିଅଭିଧାନ‌ରୁ

ପଞ୍ଚାମୃତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ+ଅମୃତ)

[ସମ୍ପାଦନା]
୧. ଦହି, ଦୁଧ, ଘିଅ, ମହୁ ଓ ଗୁଡ଼ ମିଶ୍ରିତ ପାନୀୟବିଶେଷ —୧. A drink prepared by mixing together milk, curd, honey, ghee and molasses.

[ଦ୍ରଷ୍ଟବ୍ୟ —ଏଥିରେ ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା କରାଯାଏ ଏହା ମଧ୍ୟ ଗର୍ଭବତୀମାନଙ୍କୁ ଗର୍ଭ ଶୋଧନାର୍ଥ ସେବନ କରିବାକୁ ଦିଆଯାଏ]

୨. (ବୈଦିକ) ଗୁଳୁଚି, ଗୋଖରା, ତାଳମୂଳୀ, ଗୋରଖମୁଣ୍ଡୀ ଓ ଶତାବରୀ; ଗୁଣକର ୫ ଦ୍ରବ୍ୟ —୨. Five particular herbs prescribed in the Hindu medical books.