Jump to content

ପଞ୍ଚାମ୍ର

ଉଇକିଅଭିଧାନ‌ରୁ

ପଞ୍ଚାମ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ+ଆମ୍ର)

[ସମ୍ପାଦନା]
୧. ଅଶ୍ୱତ୍ଥ, ନିମ୍ୱ, ଚମ୍ପକ, ବଉଳ ଓ ନାରିକେଳ ଏହି ୫ଟି ଗଛ — ୧. Five particular trees.
୨. ୧ ଅଶ୍ୱତ୍ଥ, ୧ ନିମ୍ୱ, ୨ ଚମ୍ପା , ୩ ନାଗେଶ୍ୱର, ୭ ତାଳ ଓ ୯ ନଡ଼ିଆ , ଏହିପରି ଏକତ୍ର ଲାଗିଥିବା ୨୩: ଗଛ (ଜ୍ଞାନେନ୍ଦ୍ର ଓ ପ୍ରକୃତିବାଦ) —୨. Five kinds of trees planted together and ୨୩ in number.