Jump to content

ପଞ୍ଚାମ୍ଳ

ଉଇକିଅଭିଧାନ‌ରୁ

ପଞ୍ଚାମ୍ଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ+ଅମ୍ଳ)

[ସମ୍ପାଦନା]

ପାଞ୍ଚଗୋଟି ଖଟା ଜିନିସ — Five acid vegetables.

[ଦ୍ରଷ୍ଟବ୍ୟ —ବରକୋଳି, ଡାଳିମ୍ୱ, ଟଭା, ଖଟାପାଳଙ୍ଗ ଓ ତିନ୍ତୁଳି ଏମାନେ ପଞ୍ଚାମ୍ଳ; ମତାନ୍ତରେ ଅମ୍ଳ ବେତସ, ତନ୍ତୁଳି, ଜଂଭୀରଲେମ୍ୱ କାଗଜୀ ଓ ଟଭା ପଞ୍ଚାମ୍ଳ ଅଟେ—ହିନ୍ଦୀ - ଶ]