Jump to content

ପଞ୍ଚାଳି

ଉଇକିଅଭିଧାନ‌ରୁ

ପଞ୍ଚାଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବିଷମ ସମସ୍ୟା; ଦୋଘାଇ — ୧. Dilemma.

ଶୁଣି ଚକିତ ଗୋପବାଳୀ, ବୋଲନ୍ତି ପଡ଼ିଲୁଁ ପଞ୍ଚାଳି— ଜଗନ୍ନାଥ, ଭାଗବତ

୨. ପ୍ରହେଳିକା; ପହଳି —୨. Riddle.