Jump to content

ପଞ୍ଚାଳିକା

ଉଇକିଅଭିଧାନ‌ରୁ

ପଞ୍ଚାଳିକା

ଉଚ୍ଚାରଣ

[ସମ୍ପାଦନା]

(ପଞ୍ଚାଳୀ—ଅନ୍ୟରୂପ)

=== ସଂସ୍କୃତ - ବିଶେଷ୍ୟ - (ପଞ୍ଚାଳ+ଇକ+ସ୍ତ୍ରୀ. ଆ)

୧. ପିତୁଳା; ପୁତ୍ତଳି — ୧. A doll
୨. ପଶାର ଛକ —୨. The corner posts of a dice board.
୩. ଗୀତବିଶେଷ —୩. A popular song.