Jump to content

ପଞ୍ଚାଳୀ

ଉଇକିଅଭିଧାନ‌ରୁ

ପଞ୍ଚାଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଞ୍ଚାଳ+ଈ)

[ସମ୍ପାଦନା]
୧. ପିତୁଳା; କଣ୍ଢେଇ —୧. Doll.

ଝକି ପଞ୍ଚାଳୀ ଝଟକେ ନାହିଁକି—କବିସୂର୍ଯ୍ୟ କିଶୋରୀଚମ୍ପୂ ଝ ଗୀତ

୨. ଦ୍ରୈପଦୀ —୨. A name of Dṛ&aline;&uline;padī
୩. ପଶାଖେଳର ପାଲୀ —୩. Diceboard; mat on which the dice is played.
୪. ଏକପ୍ରକାର ଗୀତ; ପାଞ୍ଚାଳୀ — ୪. A kind of popular song or poem.