Jump to content

ପଞ୍ଚୀକରଣ

ଉଇକିଅଭିଧାନ‌ରୁ

ପଞ୍ଚୀକରଣ

ଉଚ୍ଚାରଣ

[ସମ୍ପାଦନା]

(ପଞ୍ଚୀକୃତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପଞ୍ଚ+ଅଭୂତ ତଦ୍ଭାବେ ଚ୍ୱି+କରଣ)

[ସମ୍ପାଦନା]

ବେଦାନ୍ତ ମତରେ ପଞ୍ଚଭୂତର ବିଭାବବିଶେଷ — (in Bedānta philosophy) The combination of the ୫ primary elements of nature in certain definite proportions.