ପଞ୍ଚୁ
ଦେଖଣା
ପଞ୍ଚୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଞ୍ଚୁଆ—ଅନାଦାରାର୍ଥକ)
(ପଞ୍ଚୀ, ପଞ୍ଚେଈ—ସ୍ତ୍ରୀ)
(ପଞ୍ଚୁଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଞ୍ଚ)
[ସମ୍ପାଦନା]- ୧. ପଞ୍ଚାଏତ —୧. Panchayet.
- ୨. '୫': ସଂଖ୍ୟା —୨. The number '୫'
- ୩. ବୈଷ୍ଣବବମାନଙ୍କର ଏକତ୍ର ପଙ୍ଗତ — ୩. The dining togehter of B&aline;i̱shṇabas.
- ୪. ୫ ଜଣ ଭଲଲୋକ —୪. Five arbitrators.
- ୫. (ଆଦରାର୍ଥକ) (ସଂସ୍କୃତ - ପଞ୍ଚାନନ) ଲୋକଙ୍କ ନାମ — ୫. Name given to males.
[ଦ୍ରଷ୍ଟବ୍ୟ —ଅପର୍ତ୍ତିଆଣୀ ବାଳକମାନଙ୍କୁ ଛକଡ଼ିଆ, ନକଡ଼ିଆ ନାମ ଦିଆଯିବା ପରି ପାଞ୍ଚକଡ଼ିଆ ବା ପଞ୍ଚୁ ନାମ ଦିଆଯାଏ ବାଳକାଙ୍କୁ ପଞ୍ଚୀ, ପଞ୍ଚେଈ ନାମ ଦିଆଯାଏ]
(ପଞ୍ଚୁଆ—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]ପାଞ୍ଚ ସଂଖ୍ୟକ —Numbering five
ୟେ ସ୍ଥାନେ ପଞ୍ଚୁତୀର୍ଥ ଦିଶେ ପଞ୍ଚୁଆ ପାତକ ବିନାଶେ ଯଶୋବନ୍ତ ପ୍ରେମଭକ୍ତିବ୍ରହ୍ମଗୀତା