Jump to content

ପଞ୍ଚୁଆତ

ଉଇକିଅଭିଧାନ‌ରୁ

ପଞ୍ଚୁଆତ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପଞ୍ଚ ଜାତି)

[ସମ୍ପାଦନା]

ପଞ୍ଚାଏତ — Panchayet.

ଆଉ ପଞ୍ଚୁଆତଙ୍କ ଆଖିରେ ଧୂଳି ପକାଇବାର ବାଟ ନାହିଁ ଫକୀରମୋହନ, ଛମାଣ ଆଠଗୁଣ୍ଠ