Jump to content

ପଞ୍ଚୁଆତି

ଉଇକିଅଭିଧାନ‌ରୁ

ପଞ୍ଚୁଆତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଞ୍ଚମ ଓ ରାତ୍ରି)

[ସମ୍ପାଦନା]
୧. ନବଜାତ ଶିଶୁର ଜନ୍ମର ୫ମ ଦିବସ — ୧. The ୫th day of an infant's birth.
୨. ପଞ୍ଚମ ରାତ୍ର କୃତ୍ୟ ଜାତିକର୍ମବିଶେଷ; ଶିଶୁର ଜନ୍ମର ୫ମ ଦିବସରେ ପ୍ରତିବେଶୀ ଓ ବାଳକ ବାଳିକାମାନଙ୍କୁ ଚାଉଳଭଜା ଆଦି ବାଣ୍ଟିବା ଉତ୍ସବବିଶେଷ —୨. A ceremony performed on the ୫th day of a child's birth when fried rice is distributed.

ପଞ୍ଚୁଆତି ଷଠୀ ଘର ଉତ୍ସବ ଗଲା, ଏକବଂଶ ଦିବସ ପ୍ରବେଶ ହୋଇଲା ବିଶ୍ୱନାଥ, ବିଚିତ୍ରରାମାୟଣ

୩. ଶିଶୁର ଜନ୍ମର ୫ମ ଦିବସରେ ବଣ୍ଟାଯିବା ଭର୍ଜିତ ପଞ୍ଚ ଶସ୍ୟ ମିଶ୍ରିତ ଭୋଗ —୩. An offering of ୫ kinds of fried grain distributed on the ୫th day of a child's birth.

ବ୍ରୀହି ଆଦି ପଞ୍ଚବୀଜ ପଞ୍ଚୁଆତି ଯେ ଭଞ୍ଜ, ବୈଦେହୀଶବିଳାସ

୪. ପଶା ଖେଳରେ ୫ ସଂଖ୍ୟକ ଦାନ —୪. The turning up hof the dice resulting in ୫ points.