Jump to content

ପଞ୍ଚୁଗ୍ରାସୀ

ଉଇକିଅଭିଧାନ‌ରୁ

ପଞ୍ଚୁଗ୍ରାସୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂ ପଞ୍ଚଗ୍ରାସୀ)

[ସମ୍ପାଦନା]
୧. ବିବାହ ଦିନ ବରକନ୍ୟାଙ୍କର ବିବାହ ବେଦିରୁ ଉଠିଗଲା ପରେ ଏକତ୍ରରେ ୫ ଗୁଣ୍ଡା ଭୋଜନ କରିବା —୧. The taking of ୫ handfuls of food by the married couple just after the marriage rites.
୨. ବ୍ରାହ୍ମଣମାନେ ଚଳୁ କରି ସାରିବା ପରେ ଭୋଜନ କରିବା ପୂର୍ବରୁ ପଞ୍ଚ ପ୍ରାଣବାୟୁଙ୍କ ଉଦ୍ଦେଶ୍ୟରେ ଯେଉଁ ପ୍ରଥମ ୫ ଗୁଣ୍ଡା ଅନ୍ନ ଖାଆନ୍ତି —୨. The first five morsels of rice taken by a Brāhmaṇa before beginning his meal.
୩. ବ୍ରତଘର ଦିନ ଯଜ୍ଞୋପବୀତ ଗ୍ରହଣ ପରେ ନୂଆ ବ୍ରାହ୍ମଣ ଯେଉଁ ୫ ଗୁଣ୍ଡା ଅନ୍ନ ଖାଏ —୩. The first five morsels of rice taken by the newly initiated Brāhmaṇa just after his initiation.