Jump to content

ପଞ୍ଚୁନରିଆ

ଉଇକିଅଭିଧାନ‌ରୁ

ପଞ୍ଚୁନରିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପଞ୍ଚୁନରି, ପଞ୍ଚୁସରି, ପଞ୍ଚୁସରିଆଅନ୍ୟରୂପ

ଦେଶଜ - ବିଶେଷଣ - (ସଂସ୍କୃତ - ପଞ୍ଚନ୍+ସଂସ୍କୃତ - ଲହରୀ)

[ସମ୍ପାଦନା]

ପାଞ୍ଚନରୀ; ପାଞ୍ଚ— ସରିଆ; ପାଞ୍ଚ ସୂତ୍ରବିଶିଷ୍ଟ —Five stringed (necklace).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପଞ୍ଚାସରିଆ ହାର — Five stringed necklace.