Jump to content

ପଞ୍ଚୁପାଣ୍ଡବେ

ଉଇକିଅଭିଧାନ‌ରୁ

ପଞ୍ଚୁପାଣ୍ଡବେ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପଞ୍ଚପାଣ୍ଡବ)

[ସମ୍ପାଦନା]
୧. ପଞ୍ଚପାଣ୍ଡବ (ଦେଖ) - ୧. Pan̄cha pāṇḍaba (See)
୨. (ପ୍ରହେଳିକା) ୫ ଫଡ଼ାବିଶିଷ୍ଟ ଓଉ ଫଳ — ୨. (a riddle) Dillenia Speciosa (a sour fruit with ୫ petals).

ହଳଧର କହେ ଜଳଧରକୁ ଚକ୍ରଧର କିପାଁ ମଲେ ସ୍ୱର୍ଗରୁ ପଡ଼ିଲେ ପଞ୍ଚୁପାଣ୍ଡବେ ମାରି ବନବାସ ଗଲେ ପ୍ରହେଳିକା