ପଞ୍ଚେନ୍ଦ୍ରିୟ
ଦେଖଣା
ପଞ୍ଚେନ୍ଦ୍ରିୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ+ଇନ୍ଦ୍ରିୟ)
[ସମ୍ପାଦନା]- ୧. ଚକ୍ଷୁ, କର୍ଣ୍ଣ, ନାସିକା ଜିହ୍ୱା ଓ ତ୍ୱକ, ପ୍ରାଣୀର ଏହି ୫ଟି ଜ୍ଞାନେନ୍ଦ୍ରିୟ — ୧. The five organs of sence, (viz the eye, the ear, the nose, tongue and the skin).
[ଦ୍ରଷ୍ଟବ୍ୟ —ଚକ୍ଷୂ—ଦର୍ଶନେନ୍ଦ୍ରିୟ, କର୍ଣ୍ଣ—ଶ୍ରବଣେନ୍ଦ୍ରିୟ, ନାସିକା— ଘ୍ରାଣେନ୍ଦ୍ରିୟ, ଜିହ୍ୱା—ରସନେନ୍ଦ୍ରିୟ, ତ୍ୱକ୍—ସ୍ପର୍ଶେନ୍ଦ୍ରିୟ]
- ୨. ବାକ୍ ବା ଗଳା, ପାଣି ପାଦ, ପାୟୁ ଓ ଉପସ୍ଥ, ପ୍ରାଣୀର ଏହି ୫ ଗୋଟି କର୍ମେନ୍ଦ୍ରିୟ —୨. The five organs of action, (viz the layrnx, the hands, the legs, the anus and the organ of genaration)
(ପଞ୍ଚେନ୍ଦ୍ରିୟା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
ଯାହାର ୫ଇନ୍ଦ୍ରିୟ ଅଛି —Having the five organs of sense.