Jump to content

ପଞ୍ଚ କବଳ

ଉଇକିଅଭିଧାନ‌ରୁ

ପଞ୍ଚ କବଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ+କବଳ)

[ସମ୍ପାଦନା]

ସ୍ମୃତି ଅନୁସାରେ ଭୋଜନ ପୂର୍ବରୁ ଗୃହସ୍ଥ କୁକୁର, ପତିତ ବା ଚଣ୍ଡାଳ, କୋଢ଼ୀ, ରୋଗୀ ଓ କୁଆଙ୍କ ପାଇଁ ଯେଉଁ ପାଞ୍ଚଗ୍ରାସ ବା ପାଞ୍ଚ ଗୁଣ୍ଡା ଅନ୍ନ କାଢ଼ି ଦିଏ (ହିନ୍ଦୀ - ଶ) —The five handfuls of rice kept separate for the dogs, the pariah, the lepers. the sick & the crows by every Hindu house-holder.