ପଞ୍ଚ କଲ୍ୟାଣୀ
ଦେଖଣା
ପଞ୍ଚ କଲ୍ୟାଣୀ
ଉଚ୍ଚାରଣ
[ସମ୍ପାଦନା](ପଞ୍ଚୁ କଲ୍ୟାଣକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପଞ୍ଚ+କଲ୍ୟାଣ)
[ସମ୍ପାଦନା]- ୧. ଯେଉଁ ଘୋଡ଼ାର ଚାରି ଗୋଡ଼ ଓ କପାଳରେ ଧଳା ଲୋମ ଥାଏ —୧. A horse with ୫ patches of white hair at ୫ places (e.g. the ୪ legs and the brow)
- ୨. ଯେଉଁ ଘୋଡ଼ାର ଚାରିଗୋଡ଼ର ଲୋମ ଓ ମୁଖରଲୋମ ଧଳା — ୨. A horse with white feet & white mouth (M.W.)
ଦେଶଜ - ବିଶେଷଣ -
[ସମ୍ପାଦନା]ଚାରି ଗୋଡ଼ ଓ କପାଳରେ ଧଳାଲୋମ ଥିବା (ଘୋଡ଼ା) — Having white hair on the brow and the ୪ lags.