Jump to content

ପଞ୍ଚ କଷାୟ

ଉଇକିଅଭିଧାନ‌ରୁ

ପଞ୍ଚ କଷାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ)

[ସମ୍ପାଦନା]

ବୈଦ୍ୟ ଶାସ୍ତ୍ରୋକ୍ତ କଷାୟ ସ୍ୱାଦଯୁକ୍ତ ପାଞ୍ଚ ଗୋଟି ବସ୍ତୁ (ଯଥା—ଜାମୁ, ଶିମିଳି, ବାଡ଼ିଅଅଁଳା, ବଉଳ ଓ ବରକୋଳି ଏହି ପାଞ୍ଚଟି ବୃକ୍ଷର ବକଳ ବା ଫଳ)ର କ୍ୱାଥ —A decoction prepared by boiling in water ୫ particular astringent fruitstor barks.

[ ଦ୍ର—ମତାନ୍ତରେ—ବାସଙ୍ଗ, ପଟୋଳ, ବଚ, ପ୍ରିୟଙ୍ଗୁ ଓ ନିମ୍ୱ ଏହି ପାଞ୍ଚ ଦ୍ରବ୍ୟର କ୍ୱାଥ ]