Jump to content

ପଞ୍ଚ କୃତ୍ୟ

ଉଇକିଅଭିଧାନ‌ରୁ

ପଞ୍ଚ କୃତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ)

[ସମ୍ପାଦନା]
୧. ଈଶ୍ୱରଙ୍କ ସୃଷ୍ଟି ସମ୍ୱନ୍ଧେ ପାଞ୍ଚଟି କର୍ମ (ସୃଷ୍ଟି, ସ୍ଥିତି ବା ପାଳନ, ଧ୍ୱଂସ ବା ସଂହାର, ତିରୋଭାବ ଓ ଅନୁଗ୍ରହ କର୍ମ) —୧. The five actions by which the Supreme Being manifests itself.
୨. ପ୍ଳକ୍ଷ (ଦେଖ) - —୨. Pḻaksha (See)