Jump to content

ପଞ୍ଚ ଗୁପ୍ତ

ଉଇକିଅଭିଧାନ‌ରୁ

ପଞ୍ଚ ଗୁପ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)

[ସମ୍ପାଦନା]
୧. ପାଞ୍ଚଟି ଅଙ୍ଗ ଯାହାର ଗୁପ୍ତ; କଚ୍ଛପ —୧. Tortoise.
୨. (ଯହିଁରେ ପଞ୍ଚ ଇନ୍ଦ୍ରିୟର ଗୋପନ ଉପଦିଷ୍ଟ ହୋଇଅଛି) ଚାର୍ବାକ୍ ଦର୍ଶନ —୨. The materialistic system of philosophy; the doctrines of Chārbāka.