Jump to content

ପଞ୍ଚ ଗୌଡ଼

ଉଇକିଅଭିଧାନ‌ରୁ

ପଞ୍ଚ ଗୌଡ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରଚୀନ ଗୌଡ଼ ବା ବଙ୍ଗ ଦେଶରକ ୫ଗୋଟି ପ୍ରଦେଶ (ଯଥା—ରାଢ଼—ରାଢ଼, ବରେନ୍ଦ୍ର, ବଙ୍ଗ, ବାଗରୀ ଓ ମିଥିଲା) —୧. The five provinces of ancient Bengal.
୨. ବିନ୍ଧ୍ୟ ପର୍ବତର ଉତ୍ତରରେ ବାସ କରୁଥିବା ବ୍ରାହ୍ମଣମାନଙ୍କର ୫ ଭେଦ (ଯଥା—ସାରସ୍ୱତ, କାନ୍ୟକୁବ୍ଜ, ଗୌଡ଼, ମୈଥିଳ ଓ ଉତ୍କଳ (ହିନ୍ଦୀ - ଶ.) —୨. Five classes of Brāhmaṇas inhabiting the north of the Bindhyas.