ପଞ୍ଚ ଚକ୍ଷୁଃ
ବୁଦ୍ଧଙ୍କ ନାମ — A name of the Buddha.
[ ଦ୍ର—ଏହାଙ୍କ ମାଂସ ଚକ୍ଷୁଃ, ଧର୍ମ ଚକ୍ଷୁଃ, ପଜ୍ଞା ଚକ୍ଷୁଃ, ଦିବ୍ୟ ଚକ୍ଷୁଃ ଓ ବୁଦ୍ଧ ଚକ୍ଷୁଃ ଥିବାରୁ ଏହି ନାମ]