ପଞ୍ଚ ଚାମର
ଷୋଡ଼ଶାକ୍ଷରଯୁକ୍ତ ୪ ପାଦଶିଷ୍ଟ ସଂସ୍କୃତ ଛନ୍ଦୋବିଶେଷ — A Sanscrit metre of ୧୬ syllables in each of the ୪ lines.
[ ଦ୍ର—ଉଦାହରଣ ===
ପ୍ରସାଦ ଲୋକଲୋଚନ, ତ୍ୱିଷାଂପତେ ବିରୋଚନ ପ୍ରସୀଦ ଲୋକମୋଚନ, ପ୍ରଭୋ ସୁଧାଂଶୁଶୋଚନ ]