Jump to content

ପଞ୍ଚ ତରୁ

ଉଇକିଅଭିଧାନ‌ରୁ

ପଞ୍ଚ ତରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ)

[ସମ୍ପାଦନା]

ସ୍ୱର୍ଗରେ ଥିବା ୫ଟି ବୃକ୍ଷ (ଯଥା—ମନ୍ଦାର, ପାରିଜାତ, ସନ୍ତାନ, କଳ୍ପବୃକ୍ଷ ଓ ହରିଚନ୍ଦନ) — Five heavenly trees said to thrive in the heavenly garden of Indra.