ପଞ୍ଚ ତୀର୍ଥ
ଦେଖଣା
ପଞ୍ଚ ତୀର୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପଞ୍ଚ+ତୀର୍ଥ=ପୁଣ୍ୟସ୍ଥାନ)
[ସମ୍ପାଦନା]- ୧. ବାରାହପୁରାଣ ମତରେ ୫ ଗୋଟି ପୁଣ୍ୟ ସ୍ଥାନ (ଯଥା—ବିଶ୍ରାନ୍ତ, ଶୌକର, ନୈମିଷ, ପ୍ରୟାଗ ଓ ପୁଷ୍କର —୧. The five sacred places mentioned in the Barāha purāṇa.
- ୨. କାଶୀସ୍ଥ ୫ ଗୋଟି ଶିବାଧିଷ୍ଠିତ ପୁଣ୍ୟସ୍ଥାନ (ଯଥା—ଜ୍ଞାନବାପୀ, ନନ୍ଦିକେଶ୍ୱର, ତାରକେଶ୍ୱର, ମହାକାଳେଶ୍ୱର ଓ ଦଣ୍ଡପାଣି — ୨. The five sacred places in Benares,
- ୩. ପୁରୀକ୍ଷେତ୍ରସ୍ଥ ୫ଗୋଟି ପୁଣ୍ୟସ୍ଥାନ (ଯଥା—ମାର୍କଣ୍ଡେୟ, ଶ୍ୱେତଗଙ୍ଗାସ ରୋହିଣୀକୁଣ୍ଡ, ସମୁଦ୍ର ଓ ଇନ୍ଦ୍ରଦ୍ୟୁମ୍ନ) — ୩. The five sacred places in puri
[ଦ୍ରଷ୍ଟବ୍ୟ ଏଥିର ବଚନ—ମାର୍କଣ୍ଡେୟା ବଟାକୃଷ୍ଣ ରୋହଣୀ ଚ ମହୋଦଧି, ଇନ୍ଦ୍ରଦ୍ୟୁମ୍ନ ସରଃସ୍ନାୟୀ ପୁନର୍ଜନ୍ମ ନ ଲଭ୍ୟତେ]