Jump to content

ପଞ୍ଚ ତୃଣ

ଉଇକିଅଭିଧାନ‌ରୁ

ପଞ୍ଚ ତୃଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) (ସମାହାରଦ୍ୱିଗୁ; ପଞ୍ଚ+ତୃଣ)

[ସମ୍ପାଦନା]

କୁଶ, କାଶତଣ୍ଡି, ଅଣଖୁଆ, କାଣ୍ଡଶର ଓ ଆଖୁ ଏହି ପାଞ୍ଚଗୋଟି ତୃଣଜାତୀୟ ଗୁଳ୍ମ—ମୂଳର ସମାହାର — A collection of three roots of ୫ grasses (plants) used in medicine.

[ ଦ୍ର—ଏହା ପାଚନରୂପେ ବ୍ୟବହୃତ ହୁଏ ଭାବପ୍ରକାଶମତରେ ଶାଳି, ଆଖୁ, କୁଶ ଓ କାଣ୍ଡଶରକୁ ପଞ୍ଚତୃଣ ବୋଲାଯାଏ ]